Analysis of ସ୍ଵାଧୀନତା ଦିବସରେ ବନ୍ଧା କୁକୁର



ସ୍ଵାଧୀନତା ଦିବସରେ ବନ୍ଧା କୁକୁର
--------------------------------------
ମୋ କୁକୁର ଚାହୁନି ଶିଙ୍କୁଳି
ଖାଇବାକୁ ଦେଉଛି ମୁଁ ଯାହା ଖାଉଛି
ରାଜନୀତି ତାର ଏମିତି,
ଭୁକିଲେ ବାର ବାର ମୁଁ ଦେଉଛି ତାକୁ ଛାଡ଼ି।

ଦେଉଛି ସିନା ତକୁଛାଡ଼ି,
ସିଏବି ଆସୁଛି ପାଖକୁ, ବାନ୍ଧି ହେବାକୁ ଶିଙ୍କୁଳି।
ମୋ ରାଜନୀତି ସେ ବୁଝିଛି, ମୁଁ ବି ତାକୁ ବୁଝିଛି।
ପେଟ, ବ୍ୟବହାର, ସଂସ୍କୃତ, ସବୁ ତାର ଓ ମୋର ଭିନ୍ନ,
ସମାଜିକ, ନୈତିକ, ଆତ୍ମିକ ଇତ୍ୟାଦି ରୁଚି, ଅନ୍ୟର ସଂସ୍ପର୍ଶରେ ଆସିଲେ ଜାଣି ହେଉଛି,
ମୋ ଘର, ଡିହକୁ ସେ ନିଜର ଭାବୁଛି।

ସ୍ଵାଧୀନତା ନାହିଁ, ଭୁକୁଛି
ବେଳେ ବେଳେ ମୋ ନିଦ ଭାଙ୍ଗି ଦେଉଛି,
ମୁଁ ଶିଙ୍କୁଳି ଖୋଲୁଛି, ପୁଣି ବାନ୍ଧୁଛି,
ଆମ ଦେଶରେ ଅଛନ୍ତି ଅନେକ କୁକୁର ପ୍ରଜାତି,
ତାଙ୍କ କଥା ମୁଁ ଜାଣିନି।

ମୁଁ ଆଜି ମାଲିକ, ମୁଁ ଗଲେ କଣ ହେବ,
ସ୍ବାଧିନ କୁକୁର ଭଲ,
ନିଜ ବ୍ୟବସ୍ଥା ନିଜର।

ଲକ୍ଷ୍ୟ କଲି, ସ୍ୱାଧୀନ କୁକୁର ଭଲ, ପାଗଳ ନହେଲେ କାହାକୁ ଭୁକନ୍ତି ନାହିଁ କି କାମୁଡ଼ନ୍ତି ନାହିଁ,
ସେ ଭଲ।

ଡୁଇଟି ଡେଭିଡ ଫିଲିପ୍
ଚାଇବାସା, ଝାଡ଼ଖଣ୍ଡ
୧୫ ଅଗଷ୍ଟ୍ ୨୦୨୨
୯୪୩୭୧୦୪୩୦୩


Scheme
Poetic Form Palindrome
Metre 1 1 1 1 1 1 1 1 1 1 1 1 1 1 1 1 1 1 1 1 1 1 1 1 1 1
Characters 2,024
Words 143
Sentences 1
Stanzas 6
Stanza Lengths 6, 6, 5, 3, 2, 4
Lines Amount 26
Letters per line (avg) 0
Words per line (avg) 5
Letters per stanza (avg) 0
Words per stanza (avg) 21

About this poem

Deprivation and independence

Font size:
 

Submitted by klddavid on August 15, 2022

Modified on March 05, 2023

42 sec read
1

Dwit David Philip

Social Worker, Passout from Xavier Institute of Management Bhubaneswar Odisha India, 25 years of experience, PhD fellow from Allahabad Agriculture University, allahabad, UP, India. Writes in Odia, Hindi and English. more…

All Dwit David Philip poems | Dwit David Philip Books

1 fan

Discuss this Dwit David Philip poem analysis with the community:

0 Comments

    Citation

    Use the citation below to add this poem analysis to your bibliography:

    Become a member!

    Join our community of poets and poetry lovers to share your work and offer feedback and encouragement to writers all over the world!

    June 2024

    Poetry Contest

    Join our monthly contest for an opportunity to win cash prizes and attain global acclaim for your talent.
    18
    days
    18
    hours
    19
    minutes

    Special Program

    Earn Rewards!

    Unlock exciting rewards such as a free mug and free contest pass by commenting on fellow members' poems today!

    Browse Poetry.com

    Quiz

    Are you a poetry master?

    »
    Who wrote the poem "Ozymandias"?
    A William Wordsworth
    B Percy Bysshe Shelley
    C Rainer Maria Rilke
    D Rudyard Kipling